ଦେଖନ୍ତୁ ଭିଡିଓ – ଏୟାରପୋର୍ଟରେ Salman Khan ରାସ୍ତା ରୋକିଲେ ଓଡ଼ିଆ CISF ଯବାନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆଗାମୀ ଦିନ ମାନ ଙ୍କ ଭିତରେ ସଳମାନ ଖାନ ଙ୍କ ଟାଇଗର 3 ଆସିବାକୁ ଯାଉଛି ଓ ଏଥିପାଇଁ ସଳମାନ ଓ କ୍ୟାଟ୍ରିନା ଋଷିଆ ଯାଉଥିଲେ ଓ ମୁମ୍ବାଇ ବିମାନ ବନ୍ଦର ରେ ପହଞ୍ଚିଥିଲେ , ତେବେ ବିମାନ ବନ୍ଦର ରେ ସଳମାନ ଖାନ ଯାଉଥିବା ସମୟ ରେ ଯାହା ବି କିଛି ହେଲା ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ କାରଣ ଏତେ ବଡ ସୁପର ଷ୍ଟାର କୁ ଲୋକ ଦେଖିଲା ପରେ ଫଟୋ ଉଠାଇଥାନ୍ତି କିନ୍ତୁ ସଳମାନ ବିମାନ ବନ୍ଦର ଯାଉଥିବା ସମୟ ରେ ଜଣେ ଯବାନ ସଲମାନ ଙ୍କୁ ଅଟକାଇ ଦେଲେ ଓ ଏହି ଅଟକାଇଥିବା ର ଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି ।

ତେବେ ବନ୍ଧୁଗଣ ଏହି ଅଟକାଇଥିବା ଯବାନ ଜଣକ ହଉଛନ୍ତି ଆମ ଓଡିଶା ର ପୁଅ , ଯିଏ କି ନିଜ କର୍ତ୍ତବ୍ୟ କରି ବର୍ତ୍ତମାନ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି । ତେବେ ଏହି ଓଡିଆ ଜଣକ ହାଉଛନ୍ତି ନୟାଗଡ ଜିଲ୍ଲା ର ପାଣିକୋଇଲି ନିକଟବର୍ତ୍ତୀ ଘଣ୍ଟ ସାହିର ସୋମନାଥ ମହାନ୍ତି ।ତେବେ ଏହି ଯବାନ ଜଣକ ନୟାଗଡ ସ୍ଵୟଂଶାସିତ ମହାବିଦ୍ୟାଳୟ ରୁ ଯୁକ୍ତ ୩ ସଂପୂର୍ଣ୍ଣ କରି ୨୦୧୮ ଟିଆର ସିଆଇଏସଏଫ ରେ ଯୋଗ ଦେଇଥିଲେ ।
ତେବେ ଏହି ଓଡିଆ ଯବାନ ସଲମାନ ଙ୍କୁ ଅଟକାଇବା ପରେ ସଳମାନ ଅବଗତ ହୋଇଯାଇଥିଲେ ଯେ ଏଠାରେ ସୁରକ୍ଷା ଯାଞ୍ଚ ହେଉଛି ବୋଲି ଓ ସେଥିପାଇଁ ମାକ୍ସ ଓ ପରମିଟ ଗୁଡିକୁ ଅନୁସରଣ କରିଥିଲେ । ତେବେ ସଳମାନ ଖାନ ଙ୍କ ଏହି କାର୍ଯ୍ୟ କୁ ତାଙ୍କ ପ୍ରଶଂସକ ମାନେ ପ୍ରଶଂସା କରିଥିବା ସମୟ ରେ ଯବାନ ଙ୍କୁ ସାଲ୍ଯୁଟ ଜଣାଇଛନ୍ତି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *