ପୁଣି soumyaranjan ମୃ-ତ୍ୟୁ ମାମଲା ନେଲା ନୂଆ ମୋଡ଼ ଏଥର ମିଳିଲା ଚାଞ୍ଚଲ୍ୟକର ପ୍ରମାଣ ଜାଣିଲେ ହୋସ ଉଡିଯିବ

ଏସିଏଫ ସୌମ୍ୟ ମୃ-ତ୍ୟୁ ମାମଲାରେ ଆସିଲା ଚାଞ୍ଚଲ୍ୟକର ଅଭିଯୋଗ। ସୌମ୍ୟଙ୍କ ପୋଷ୍ଟମର୍ଟମ୍ ରିପୋର୍ଟରେ ହୋଇଛି ଷଡଯନ୍ତ୍ର। ଅଭିରାମ ମହାପାତ୍ରଙ୍କ ଓକିଲ ଆଣିଲେ ଅଭିଯୋଗ। ଏକ୍ସପର୍ଟ ମାରିଲେ ମୋହର। କଟକ ବଡ଼ ଡ଼ାକ୍ତରଖାନାରେ ବଡ଼ ଚକ୍ରାନ୍ତ।

କାହା ନିର୍ଦ୍ଦେଶରେ ଡାକ୍ତର ଦେଲେ ରିପୋର୍ଟ। ସୌମ୍ୟ ଙ୍କ ମୃ-ତ୍ୟୁ ରହସ୍ୟକୁ ଚାପିବା ପାଇଁ ମାଳ ମାଳ ଷଡଯନ୍ତ୍ର। ଅଭିଯୋଗ ଆଣିଲେ ସୌମ୍ୟ ଙ୍କ ପିତା ଅଭିରାମ ମହାପାତ୍ରଙ୍କ ଓକିଲ ପାର୍ଥ ସାରଥୀ ନାୟକ।

ସେ ଅଭିଯୋଗ କରିଛନ୍ତି ଯେ ପୋଡ଼ା ଜଳା କେଶ୍ ରେ ମଣିଷର ଚିତ୍ର କରାଯିବା କଥା। କେଉଁ କେଉଁ ଅଂଶ ପୋଡିଛି ତାହା ଦର୍ଶାଇବା କଥା। ଏହାଦ୍ବାରା ଜଣାପଡିବ ନିଜେ ପୋଡି ହୋଇଛନ୍ତି ନା ପୋଡି ଦିଆଯାଇଛି। ସୌମ୍ୟ ଙ୍କ ପୋଷ୍ଟମର୍ଟମ୍ ରିପୋର୍ଟରେ ନାହିଁ ଚିତ୍ର କିନ୍ତୁ ଏକ୍ସପର୍ଟ ବି ଏଥିରେ ମୋହର ମାରିଛନ୍ତି।

ବରିଷ୍ଠ ଭେଷଜ ବିଶେଷଜ୍ଞ ସୁବାସ ସାହୁ କହିଛନ୍ତି ଯେତେବେଳେ ଯେକୌଣସି ପୋଡି ଯାଇଥିବା ପେସେଣ୍ଟ ର ବଡ଼ି ଡାକ୍ତରଙ୍କ ପାଖକୁ ଯାଏ ସେତେବେଳେ ଜଳିଥିବା ଅଂଶ ର କାଲକୁଲେସନ୍ ରୁଲ୍ ଅଫ୍ ନାଇନ ଫର୍ମୁଲା ରେ କରାଯାଏ।

ହାତର ଆଗ, ପଛ, ପାପୁଲି ଓ ବେକ ହେଉଛି ଶରୀରର ୯ଭାଗ। ତେବେ ଏସବୁ କାଲକୁଲେସନ୍ ପରେ ଆମେ ଚିକିତ୍ସା କରୁ। ତେବେ ପ୍ରଶ୍ନ ଉଠୁଛି କାହିଁକି ରିପୋର୍ଟରେ ଦର୍ଶାଯାଇନାହିଁ ଚିତ୍ର? ଷଡଯନ୍ତ୍ର ରେ ଏସସିବି ଡାକ୍ତର ବି ସାମିଲ କି? ଏହି ଷଡଯନ୍ତ୍ର ପଛରେ କିଏ? କାହା ନିର୍ଦ୍ଦେଶ ରେ ଓ କାହା ସୁରକ୍ଷା ପାଇଁ ଏ ଜଘନ୍ୟ କାଣ୍ଡ?

ଗୋଟିଏ ପରେ ଗୋଟିଏ ଷଡଯନ୍ତ୍ର। ପ୍ରଥମତଃ ଏସଡିପିଓ କହିଲେ ଯେ ମୃତ୍ୟୁକାଳୀନ ଜମାନବନ୍ଦୀ ରେ ସୌମ୍ୟ ନିଜେ କହିଥିଲେ ଯେ ପୁରୁଣା କାଗଜ ପୋଡୁଥିଲା ବେଳେ ଦୁର୍ଘଟଣା ବଶତଃ ନିଆଁ ଲାଗିଛି। ବିଦ୍ୟା ଭାରତୀ ଙ୍କ ଚିଠି କୋହୁଛି ଉଭୟଙ୍କ ସମ୍ପର୍କରେ ତିକ୍ତତା ଥିଲା। ବହି ପୋଡୁ ପୋଡ଼ୁ ନିଆଁ ଲାଗିଲା କିପରି?

ଦ୍ବିତୀୟତଃ ଘଟଣା ଦିନ ବିଦ୍ୟା ଙ୍କ ଶରୀରରେ କୌଣସି ପୋଡା ଚିହ୍ନ ନଥିଲେ ମଧ୍ୟ ପରେ ତାଙ୍କ ହାତରେ ଫୋଟକା ଆସିଲା କେଉଁଠୁ? ତୃତିୟତଃ ସୌମ୍ୟ ଙ୍କ ଆଡ଼ମିଶନ ଠାରୁ ରେଫର୍ ପର୍ଯ୍ୟନ୍ତ ଓ ଜମାନବନ୍ଦୀ ସମୟରେ ହସ୍ପିଟାଲରେ କଣ ପାଇଁ ରହିଥିଲେ ଡିଏଫଓ?

ଚତୁର୍ଥତଃ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା ନିଜ କାହିଁକି ଅଟକାଇଥିଲେ ସୌମ୍ୟଙ୍କ ଆମ୍ବୁଲାନ୍ସ କୁ? ପଞ୍ଚମତଃ କାହିଁକି ଜଙ୍ଗଲାମନ୍ତ୍ରୀ କାହିଁକି ବଦଳି କଲେନାହିଁ ଡିଏଫଓ ଙ୍କୁ? ତେବେ ଗୋଟେ ପରେ ଗୋଟେ ଷଡଯନ୍ତ୍ର ରୁ ଜଣାପଡୁଛି ଯେ ଘଟଣା କୁ ଚାପିଦେଵାକୁ ଚାଲିଛି କି ପ୍ରୟାସ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

Leave a Reply

Your email address will not be published. Required fields are marked *