ଭିଡିଓ ଦେଖନ୍ତୁ – ଓଡିଆ ହିରୋଇନ ଶିବାନୀ (Sivani) କିପରି ଆନିଶା ଓ ସୁଭାଶିଷ ଙ୍କ ଝିଅ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତା ଓ ଅଭିନେତ୍ରୀ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ । ତେବେ ବନ୍ଧୁଗଣ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ପରସ୍ପର ଏକାଠି ହୋଇ ଅଭିନୟ କରିବା ଫଳ ରେ ଏକ ସମ୍ପର୍କ ସୃଷ୍ଟି ହୋଇଥାଏ ଓ ଏହି ସମ୍ପର୍କ ରିଲ ଲାଇଫ ର ନୁହେଁ ବରଂ ରିଅଲ ଲାଇଫ ର , ହଁ ବନ୍ଧୁ କିଏ ନିଜ ଜୀବନ ସାଥି ଙ୍କୁ ପାଇଥାଏ ତ ଆଉ କିଏ ଭଲ ସାଙ୍ଗ ଓ ଭଉଣୀ ଭଳି ସମ୍ପର୍କ ଥାଏ ।
ତେବେ ବନ୍ଧୁଗଣ ଯେମିତି ସୁଭାସିସ ଓ ଅନିଶା ଶର୍ମା ଶୁଟିଙ୍ଗ ସେଟ ରୁ ଭଲ ପାଇ ବିବାହ କରିଛନ୍ତି , ତାହେଲେ ଆପଣ ମାନେ କଣ ଜାଣିଛନ୍ତି କି ଏହି ଦୁଇ ଯୋଡି ଙ୍କ ଭଲ ସାଙ୍ଗ ଅଟନ୍ତି ଝିଲ୍ଲିକ ଭଟ୍ଟାଚାର୍ଯ୍ଯ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ସୁଭାସିସ ଓ ଅନିଶା ଶର୍ମା ଙ୍କ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ତେବେ ସେ ତାଙ୍କ ଝିଅ ର ନାମ ରଖିଛନ୍ତି ଭିୟୋନା ଶର୍ମା ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଭିୟୋନ ଙ୍କୁ ଦେଖିବା ପାଇଁ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଦେଖିବାକୁ ଯାଇଛନ୍ତି , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ଯ ଦେଖିବାକୁ ଯାଇଥିଲେ ଓ ବର୍ତ୍ତମାନ ସମୟ ରେ ଆଉ ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଦେଖିବାକୁ ଯାଇଛନ୍ତି । ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହାଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ଶିବାନୀ ସଂଗୀତା , ଯିଏ କି ଶିଶୁ କଳାକାର ଭାବେ ବେସ ପରିଚିତ ।

ତେବେ ବର୍ତ୍ତମାନ ସମୟ ରେ ଶିବାନୀ ଙ୍କ ଏକ ଫଟୋ ବହୁ ପରିମାଣ ରେ ଭାଇରାଲ ହବ ରେ ଲାଗିଛି ଓ ଏହି ଫଟୋ ରେ ଶିବାନୀ ଏକ ଶିଶୁ କନ୍ୟା କୁ ଧରିଛନ୍ତି ଓ ଏହି ଶିଶୁ କନ୍ୟା ଜଣକ ହଉଛନ୍ତି ଅନିଶା ଓ ସୁଭାସିସ ଙ୍କ ଝିଅ । ତାହେଲେ ବନ୍ଧୁଗଣ ଏହି ଫଟୋ ରୁ ସ୍ପଷ୍ଟ ଭାବେ ଜଣା ପଡି ଯାଉଛୁ ଯେ ଶିବାନୀ ଅନିଶା ଓ ସୁଭାସିସ ଙ୍କ ଘର କୁ ଯାଇଥିଲେ ଓ ତାଙ୍କ ଝିଅ କୁ ଧରି ବହୁ ସାରା ମଜାମସ୍ତି କରୁଥିବାର ବି ଦେଖିବାକୁ ମିଳିଛି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *