Sila ଙ୍କ ଉପରେ ନେଲା ମରଣାତ୍ମକ ଆ-କ୍ରମଣ ଆଉ କରିବେନି Kuanri Bohu ସିରିଏଲ କହିଲେ ଭିଡ଼ିଓ ରେ

ଯଦି ଆପଣମାନେ ଓଲିଉଡ଼ ପ୍ରେମୀ ହୋଇଥିବେ ଓ ଓଡ଼ିଆ ପାରିବାରିକ ଧାରାବାହିକ ମାନ ଦେଖିବାକୁ ପସନ୍ଦ କରୁଥିବେ ତେବେ ଆପଣମାନେ ସିଲା ଙ୍କୁ ନିଶ୍ଚୟ ଭାବେ ଜାଣିଥିବେ। ଦର୍ଶକ ଙ୍କ ମଧ୍ୟରେ ସେ ସିଲା ଅପା ନାମରେ ପରିଚିତ।

ବର୍ତମାନ ସେ ଧାରାବାହିକ କୁଆଁରୀ ବୋହୁରେ ଅଭିନୟ କରୁଛନ୍ତି। ତେବେ ନିକଟରେ ତାଙ୍କ ସହ ଘଟିଛି ଏକ ଅଘଟଣ। କୁଆଁରୀ ବୋହୂ ସୁଟିଂ ସେଟ୍ ରୁ ସୁଟିଂ ସାରି ନିଜ ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ ହୋଇଥିଲା ଆକ୍ରମଣ। ରାତି ଅଧରେ ଆକ୍ରମଣର ଶିକାର ହେଲାପରେ ଭୟରେ ସେ ତା ପରେ ସୁଟିଂ କୁ ଯିବାକୁ ମନା କରିଦେଇଥିଲେ।

ପରେ ସେ ଏକ ଭିଡିଓ କରି ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ସେଥିରେ ସେ କହିଛନ୍ତି ଯେ ଯଦି ଆଜି ମୋର କିଛି ହୋଇଯାଇଥାଆନ୍ତା ତେବେ କାଲି ହୁଏତ ଆପଣ ମୋ ଜାଗାରେ ଆଉ ଜଣେ କଳାକାର କୁ ମୋ ଭୂମିକାରେ ଦେଖିବାକୁ ପାଇଥାନ୍ତେ କିନ୍ତୁ ଆପଣମାନେ କେବେବି ଭାବିବେ ନାହିଁ ଯେ କାହିଁକି ଏହି କଳାକାର ଙ୍କୁ ବଦଳି କରାଗଲା।

କେବେବି ଏହି ବିଷୟ ଉପରେ କେହି ଫୋକସ୍ କରନ୍ତି ନାହିଁ। ତାଙ୍କର କେବଳ କାମ ଦରକାର। ଚ୍ୟାନେଲ ଓ ପ୍ରଡକ୍ସନ କୁ ତାଙ୍କ କାମ ଦରକାର। ଯେଉଁମାନେ ଭାବୁଛନ୍ତି ଯେ କଳାକାର ମାନେ ବହୁତ୍ ସୁଖ ଆନନ୍ଦ କରୁଛନ୍ତି ଓ ଆରାମ ରେ ରହୁଛନ୍ତି ସେମାନେ ଭୁଲ୍ ଭାବୁଛନ୍ତି। କଳାକାର ଙ୍କ ଜୀବନ ବହୁତ ରିସ୍କ୍ ରେ ଥାଏ।

ଯେଉଁମାନେ ଜାଣିଛନ୍ତି ଯେ କଳାକାର ଙ୍କ ଜୀବନ ବହୁତ ରିଲାକ୍ସଡ୍‌ ସେଇଟା କେବଳ ଭୁଲ୍ ଧାରଣା। ସମସ୍ତଙ୍କ ପରି ସେମାନେ ବି ସାଧାରଣ ମଣିଷ। ଭଗବାନ ଆମକୁ କଳା ଦେଇଥିବାରୁ ଆମେ କଳାକାର ଭାବେ କାର୍ଯ୍ୟ କରୁଛୁ। ଭଗବାନ ସମସ୍ତଙ୍କୁ କିଛି ନା କିଛି କଳା ଦେଇଛନ୍ତି। ମୋ ଅଭିନୟ ଆପଣଙ୍କୁ ଭଲ ଲାଗୁଛି, ଆପଣମାନେ ମତେ ଭଲ ପାଉଛନ୍ତି ସେଇଟା ମୋ ପାଇଁ ଆଶୀର୍ବାଦ।

ଏହି ଘଟଣା ପରେ ମତେ ସୁଟିଂ ସେଟ୍ କୁ ଯିବାକୁ ଭୟ ଲାଗୁଛି। ମୁଁ ଏହି କଥା ମୋ ପ୍ରଡକ୍ସନ ଓ ମୋ କୋ-ଆର୍ଟିଷ୍ଟ ମାନଙ୍କୁ କହିଦେଇଛି। ମୋ ସହ ମୋର ସମସ୍ତ କୋ-ଆର୍ଟିଷ୍ଟ ଓ ଓଡ଼ିଆ କଳାକାରଙ୍କ ସ୍ୱର ସଂସ୍ଥା ଛିଡ଼ା ହୋଇଛନ୍ତି।

ବିଦୁସ୍ମିତା, ରାକେଶ, ବୁଲୁ, ବରଦା ଏମାନେ ସମସ୍ତେ ମତେ ସାହାଯ୍ୟ କରିବାକୁ ଓ ସାହସ ଦେବାକୁ ଆସିଥିଲେ। ଯାହା ବି ସମସ୍ୟା ହୋଇଛି ତାକୁ ମିଶି ସାମ୍ନା କରିବାକୁ ସେମାନେ ମତେ ସାହସ ଦେଇଥିଲେ।

ଏକ ପ୍ରେଶମିଟ କରି ମଧ୍ୟ ସିଲା ଏସବୁ ବିଷୟରେ କହିଛନ୍ତି। ଭଗବାନ ଙ୍କ ଇଛାରୁ ମୁଁ ଆଜି ବଞ୍ଚିକି ରହିଛି। ମୁଁ ଭଗବାନ ଙ୍କୁ ପ୍ରାର୍ଥନା କରୁଛି ଯେଉଁମାନେ ମୋ ଭଳି ସାଧାରଣ ଭାବେ ଯାତାୟାତ କରୁଛନ୍ତି ତାଙ୍କୁ ଭଗବାନ ସବୁ ଦୁର୍ଘଟଣାରୁ ସୁରକ୍ଷା ଦିଅନ୍ତୁ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

Leave a Reply

Your email address will not be published. Required fields are marked *